ଆଜିର ଖବର ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ଚଳିତ ବର୍ଷର ଦାଦା ସାହେବ ଫାଲକେ ଆୱାର୍ଡ ନୂଆଦିଲ୍ଲୀ: ରଜନୀକାନ୍ତଙ୍କୁ ଚଳିତ ବର୍ଷର ଦାଦା ସାହେବ ଫାଲକେ ଆୱାର୍ଡ ମିଳିବ। ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପୀ ଅବଦାନ ପାଇଁ ରାଜନୀକାନ୍ତଙ୍କୁ ଏହି ସମ୍ମାନ ମିଳିବ। ଏନେଇ କେନ୍ଦ୍ରମନ୍ତ୍ରୀ…