ଜାତୀୟ ଖବର କିଶୋର କୁମାର, ନା ଗାୟକ, ନା ଅଭିନେତା, ନା ତାରକା- ସେ ପ୍ରତି ହୃଦୟର ମୃଦୁ ମଧୁର କମ୍ପନ ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଖଣ୍ଡଓ୍ବା ସହରର ଜଣାଶୁଣା ଓକିଲ କୁଞ୍ଜିଲାଲ୍ଙ୍କ ଘରେ ଅଗଷ୍ଟ ୪, ୧୯୨୯ ତାରିଖରେ କିଶୋର କୁମାର ଜନ୍ମଗ୍ରହଣ କରିଥିଲେ । କିଶୋର କୁମାରଙ୍କ ପ୍ରକୃତ…