ଆଜିର ଖବର ଜେଇଇ ମେନ୍ ପରୀକ୍ଷା ତାରିଖରେ ପରିବର୍ତ୍ତନ: ଏଥର ଚାରି ଦିନ ନୁହେଁ ତିନି ଦିନ ହେବ ପରୀକ୍ଷା ନୂଆଦିଲ୍ଲୀ: ଏନଟିଏ ମାର୍ଚ୍ଚ ୨୦୨୧ରେ ହେବାକୁ ଥିବା ଜେଇଇ(ମେନ୍ସ) ପରୀକ୍ଷା ତାରିଖରେ ପରିବର୍ତ୍ତନ କରିଛି। ପୂର୍ବରୁ ଏହି ପରୀକ୍ଷା ୧୫ ମାର୍ଚ୍ଚରୁ ଆରମ୍ଭ ହେବାର ଥିଲା। ଏନଟିଏ…