ଅନ୍ତରାଷ୍ଟ୍ରୀୟ ପଞ୍ଜଶୀରରେ ରକ୍ତାକ୍ତ ଯୁଦ୍ଧ ଜାରି: ୬୦୦ ତାଲିବାନଙ୍କ ମୃତ୍ୟୁ, ୧୦୦୦ ରୁ ଊର୍ଦ୍ଧ୍ଵ କଲେ ଆତ୍ମସମର୍ପଣ କାବୁଲ: ଆଫଗାନିସ୍ତାନର ପଞ୍ଜଶୀର ଦଖଲ ଉପରେ ତାଲିବାନ ଏବଂ ବିଦ୍ରୋହୀ ବାହିନୀ ମଧ୍ୟରେ ରକ୍ତାକ୍ତ ଯୁଦ୍ଧ ଜାରି ରହିଛି। ଶନିବାର ଦିନ ମଧ୍ୟ ଏକ ରକ୍ତାକ୍ତ ସଂଘର୍ଷ…