ଅନ୍ତରାଷ୍ଟ୍ରୀୟ ପାକିସ୍ତାନରେ ଏନକାଉଣ୍ଟର: ଟଳିଲେ ୩୩ ତାଲିବାନ ଆତଙ୍କବାଦୀ ନୂଆଦିଲ୍ଲୀ: ତାଲିବାନ ଆତଙ୍କବାଦୀମାନେ ପାକିସ୍ତାନରେ ନିରନ୍ତର ସକ୍ରିୟ ଅଛନ୍ତି ଏବଂ ଏଥର ସେମାନେ କାଉଣ୍ଟର ଟେରରିଜମ ସେଣ୍ଟରକୁ ଟାର୍ଗେଟ କରିଛନ୍ତି। ତେହେରିକ-ଇ-ତାଲିବାନ ଆତଙ୍କବାଦୀମାନେ ପାକିସ୍ତାନର ବନ୍ନୁ ଜିଲ୍ଲାରେ…