ଆଜିର ଖବର ତାଲିବାନକୁ ସମର୍ଥନ କରୁଥିବା ଲୋକଙ୍କୁ ଟାର୍ଗେଟ କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ନୂଆଦିଲ୍ଲୀ: ତାଲିବାନ ସମର୍ଥକଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟାର୍ଗେଟ କରିଛନ୍ତି। ବିଧାନସଭାରେ ଭାଷଣ ଦେଇ ସେ ମହିଳା ଏବଂ ଶିଶୁଙ୍କ ବିରୋଧରେ ତାଲିବାନର ଅତ୍ୟାଚାର ବିଷୟରେ…