ଜାତୀୟ ଖବର ନବୀନ ସରକାରଙ୍କ ପଞ୍ଚମ ପାଳିକୁ ପୁରିଲା ତିନି ବର୍ଷ, କାହିଁକି ଲୋକେ ତାଙ୍କୁ ଏତେ ଭଲ ପାଉଛନ୍ତି? ଭୁବନେଶ୍ବର: ଆଜି ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରଙ୍କୁ ପୁରିଲା ତିନି ବର୍ଷ। ଠିକ୍ ୨୦୧୯ ମସିହା ମେ ୨୯ ତାରିଖରେ ପଞ୍ଚମ ଥର ପାଇଁ ନବୀନ…