ଅନ୍ତରାଷ୍ଟ୍ରୀୟ ପରିବାର ପ୍ରତିପୋଷଣ ପାଇଁ ଚିଲିକାରୁ ଓମାନ ଯାଇଥିଲେ ତିନି ଶ୍ରମିକ: ଦୁର୍ଘଟଣାରେ ଚାଲିଗଲା ଜୀବନ ସୀତାରାମ ଅଗ୍ରୱାଲ ବାଣପୁର/ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବହୁ ଶ୍ରମିକ ପରିବାର ପ୍ରତିପୋଷଣ ନିମିତ୍ତ ବାହାର ଦେଶକୁ ଯାଉଥିବା ବେଳେ ସେଠାରେ ବହୁ ସମସ୍ୟାକୁ…