ଅନ୍ତରାଷ୍ଟ୍ରୀୟ ଅବତରଣ ବେଳେ ତିବ୍ଦତ ଏୟାରଲାଇନ୍ସ ଦୁର୍ଘଟଣାଗ୍ରସ୍ତ: ବିମାନରେ ଲାଗିଲା ନିଆଁ, ଦେଖନ୍ତୁ ଭାଇରାଲ ଭିଡିଓ ବେଜିଂ: ଆଜି ସକାଳେ ଚୀନର ଏକ ତିବ୍ଦତ ବିମାନରେ ଅଗ୍ନିକାଣ୍ଡ ଘଟିଛି। ବିମାନ ଅବତରଣ ସମୟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ବିମାନଟି ନିୟନ୍ତ୍ରଣ ହରାଇ ରନୱେକୁ ଅତିକ୍ରମ…