ଆଜିର ଖବର ତିରଙ୍ଗା ଅଭିଯାନ ପାଇଁ ସ୍ବେଚ୍ଛାସେବୀ ଭାବରେ ପଞ୍ଜୀକରଣ କଲେ ୫ ଲକ୍ଷରୁ ଅଧିକ ଯୁବକ ନୂଆଦିଲ୍ଲୀ: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, ସାରା ଦେଶର ନାଗରିକମାନଙ୍କୁ ଭାରତୀୟ ଜାତୀୟ ପତାକା – ତିରଙ୍ଗା – ସେମାନଙ୍କ ଘର ଏବଂ ହୃଦୟରେ ଅବସ୍ଥାପିତ କରିବା…