ଆଜିର ଖବର ଦେହରେ 25 କେଜି ସୁନା ଅଳଙ୍କାର ଲଗାଇ ତିରୁପତି ମନ୍ଦିର ଦର୍ଶନ କଲେ ତିନିଜଣ ଭକ୍ତ, ଦେଖନ୍ତୁ Video ନୂଆଦିଲ୍ଲୀ: ସୁନା ଅଳଙ୍କାର ପିନ୍ଧିବା ବହୁ ଲୋକଙ୍କର ବେଶ ବଡ ଆକର୍ଷଣ ରହିଛି। ହେଲେ ମନ୍ଦିର ଦର୍ଶନ କରିବାକୁ ଗଲା ବେଳେ ସୁନା ଜିନିଷ ନ ପିନ୍ଧିବା…