Categories
ଆଜିର ଖବର ଜାତୀୟ ଖବର ଧର୍ମ

ଆଶ୍ଚର୍ଯ୍ୟ!, ଭଗବାନ ଶ୍ରୀକୃଷ୍ଣଙ୍କ ମିଳିଲା ଦର୍ଶନ, ହେଲେ ମୁହଁ ବୁଲେଇଦେଲେ ତୁଳସୀ ଦାସ, କିନ୍ତୁ କାହିଁକି?

ଉପେନ୍ଦ୍ର ବଳିୟାରସିଂହ

ଜଣେ ଯୁବକ ମା’ ଆନନ୍ଦମୟୀଙ୍କୁ ପ୍ରଶ୍ନ କଲା, “ମା’, ତୁଳସୀ ଦାସ ତ ଜଣେ ମହାନ ଜ୍ଞାନୀ ଓ ଭକ୍ତ ଥିଲେ।”

ମା’ ଉତ୍ତର ଦେଲେ, “ନିଃସନ୍ଦେହରେ ସେ ଥିଲେ।”

ଯୁବକ ପଚାରିଲା “ଯେତେବେଳେ ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ବିଗ୍ରହ ରୂପରେ ଦର୍ଶନ ଦେଲେ, ସେତେବେଳେ ତୁଳସୀ ଦାସ କାହିଁକି କହିଲେ, ଆପଣଙ୍କର ଏହି ରୂପକୁ ମୁଁ ଦେଖିବାକୁ ଚାହେଁ ନାହିଁ। ମୋତେ ଧନୁର୍ଦ୍ଧାରୀ ଶ୍ରୀରାମଙ୍କ ରୂପରେ ଦର୍ଶନ ଦିଅନ୍ତୁ।” ଏହା କ’ଣ ଜ୍ଞାନର କଥା ଥିଲା?” ଏପରି ଭାବରେ ତୁଳସୀ ଦାସଜୀ ତାଙ୍କୁ ଭିନ୍ନ ବୋଲି କେମିତି ବୁଝିଲେ?”

ମା’ ଉତ୍ତର ଦେଲେ “ବତ୍ସ! ତୁମେ କହୁଛ ନା ତୁଳସୀ ଦାସ ଜ୍ଞାନୀ ଥିଲେ ଏବଂ ଭକ୍ତ ମଧ୍ୟ ଥିଲେ। ସେ ତ ଜ୍ଞାନର କଥା କହିଲେ, ତୁମେ ମୋତେ ଶ୍ରୀରାମଙ୍କ ରୂପରେ ଦର୍ଶନ ଦିଅ। ମୁଁ ଆପଣଙ୍କର ଏହି (କୃଷ୍ଣ ରୂପ) ରୂପ ଦର୍ଶନ କରିବାକୁ ଚାହେଁ ନାହିଁ। ଏହା ହେଉଛି ପ୍ରମାଣ ଯେ, “ସେ ଜାଣିଥିଲେ ଯେ, ଶ୍ରୀରାମ ଓ ଶ୍ରୀକୃଷ୍ଣ ଅଭିନ୍ନ ଅଟନ୍ତି। ଆପଣ ହିଁ ମୋତେ ଦର୍ଶନ ଦିଅନ୍ତୁ। ଏୟା ତ କହିଥିଲେ।”

ରୂପ ମାତ୍ର ଭିନ୍ନ ଥିଲା, କିନ୍ତୁ ମୂଳତଃ ତତ୍ତ୍ଵ ତ ଏକା ଥିଲା ଓ ଅଭିନ୍ନ ଥିଲା। ଏହି ଶବ୍ଦର ସେ ନିଜର ମନର କଥା କହିଲେ। ଏହା ହେଲା ଜ୍ଞାନର କଥା। ଭକ୍ତିର କଥା। ମୁଁ ଆପଣଙ୍କୁ ମୋର ପ୍ରିୟ ଶ୍ରୀରାମଙ୍କ ରୂପ ଦର୍ଶନ କରିବାକୁ ଚାହେଁ।

ଏହି କଥନରେ ଜ୍ଞାନ ଓ ଭକ୍ତିର ଭାବ ପ୍ରକଟ ହେଉଛି।

ଜ୍ଞାନ ଯୋଗରେ ଭଗବାନ ଏକ ଓ ଅଭିନ୍ନ ଅଟନ୍ତି। କିନ୍ତୁ ଭକ୍ତି ଯୋଗରେ ଭଗବାନଙ୍କର ଅନେକ ସ୍ୱରୂପ ଅଛି। ଭକ୍ତ ପ୍ରଭୁଙ୍କର ଅନେକ ସ୍ୱରୂପ ଭିତରୁ ଯାହାଙ୍କୁ ନିଜର ଈଷ୍ଟ ଦେବ ବୋଲି ସ୍ଵୀକାର କରେ, ତାଙ୍କୁ ଦର୍ଶନ କରିବା ପାଇଁ ଚାହେଁ।

ତୁଳସୀ ଦାସଜୀ ଶ୍ରୀକୃଷ୍ଣ ଓ ଶ୍ରୀରାମଙ୍କୁ ଏକ ଓ ଅଭିନ୍ନ ବୋଲି ଜାଣନ୍ତି। କିନ୍ତୁ ଶ୍ରୀରାମଙ୍କ ପ୍ରତି ତାଙ୍କର ଅଧିକ ଆକର୍ଷଣ ଥିଲା। ତେଣୁ ସେ ଭଗବାନଙ୍କୁ ଶ୍ରୀକୃଷ୍ଣ ସ୍ୱରୂପରେ ଦେଖାନଦେଇ ଶ୍ରୀରାମଙ୍କ ସ୍ୱରୂପରେ ଦେଖାଦିଅନ୍ତୁ ବୋଲି ପ୍ରାର୍ଥନା କଲେ।

ଉପେନ୍ଦ୍ର ବଳିୟାରସିଂହ। (ଭଗବତ ଚିନ୍ତକ), ବୋରିଗାଁ, ବାଣପୁର, ଖୋର୍ଦ୍ଧା

ଦୂରଭାଷ: ୯୩୩-୭୨୫-୮୩୯୮

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଁ ସମସ୍ତେ ବ୍ୟାକୁଳ, ହେଲେ କାହିଁକି ଇଚ୍ଛା କଲେ ନାହିଁ ତୁଳସୀ ଦାସ, ଜାଣନ୍ତୁ କାରଣ

ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଁ ସମସ୍ତେ ଆତୁର, ହେଲେ ତୁଳସୀ ଦାସ କାହିଁକି ଚାହିଁଲେ ନାହିଁ ମୁହଁ?, ଜାଣନ୍ତୁ କାରଣ

ଭଗବାନ ଶ୍ରୀକୃଷ୍ଣଙ୍କ ମିଳିଲା ଦର୍ଶନ, ହେଲେ ମୁହଁ ବୁଲେଇଦେଲେ ତୁଳସୀ ଦାସ, ଜାଣନ୍ତୁ କାରଣ

ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଁ ସମସ୍ତେ ଆତୁର, କିନ୍ତୁ ପ୍ରଭୁଙ୍କୁ ଦେଖିବା ପାଇଁ ମନା କଲେ ତୁଳସୀ ଦାସ

ଆଜିର ଖବର ଜାତୀୟ ଖବର ଧର୍ମ ସଂସ୍କୃତି

ତୁଳସୀ ଦାସଙ୍କୁ ଭଗବାନ ଶ୍ରୀକୃଷ୍ଣ ଦେଲେ ଦର୍ଶନ, କିନ୍ତୁ ସେ ଏହି ବିଗ୍ରହଙ୍କୁ ଦେଖିବା ପାଇଁ କାହିଁକି ମନା କଲେ

ଭଗବତ ଚିନ୍ତକ, ବୋରିଗାଁ, ବାଣପୁର, ଖୋର୍ଦ୍ଧା