ତୃତୀୟ ଏଫଆଇଆର

ନୂଆଦିଲ୍ଲୀ: ଇନ୍ଦୋରରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଉଜୈନର ଅଜାକ ପୋଲିସ ଷ୍ଟେସନରେ ମଧ୍ୟ ଏଫଆଇଆର ପଞ୍ଜିକୃତ ହୋଇଛି।…