ଆଜିର ଖବର ଗୁଜରାଟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ୨ ଦିନ ମଧ୍ୟରେ ତୃତୀୟ ଝଟକା, ଆଉ ଜଣେ ବିଧାୟକ ଦେଲେ ଇସ୍ତଫା ନୂଆଦିଲ୍ଲୀ: ଗୁଜୁରାଟ ନିର୍ବାଚନ ପୂର୍ବରୁ ୨ ଦିନ ମଧ୍ୟରେ କଂଗ୍ରେସ ତୃତୀୟ ଝଟକା ଲାଗିଛି। ଆଉ ଜଣେ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ବିଧାୟକ ଝାଲୋଡ…