ଜାତୀୟ ଖବର ଆସନ୍ତାକାଲି ଓଡିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ, ୧୦,୫୧୫ଟି ମତଦାନ କେନ୍ଦ୍ର, ୯୪ ଲକ୍ଷ ୪୮ ହଜାର ମତଦାତା ଭୁବନେଶ୍ବର: ଓଡିଶାର ତୃତୀୟ ତଥା ଦେଶର ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଆସନ୍ତାକାଲି ଅନୁଷ୍ଠିତ ହେବ। ଓଡ଼ିଶାରେ ୬ ଗୋଟି ସଂସଦୀୟ କ୍ଷେତ୍ରରେ ଏହି ନିର୍ବାଚନ ହେବ। ସେଗୁଡିକ…