ଆଜିର ଖବର ଆଜି ଶେଷ ହେଉଛି ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ, ତୃତୀୟ ସମ୍ପ୍ରସାରଣକୁ ବେଆଇନ ଘୋଷଣା କରିଥିଲେ ସୁପ୍ରିମକୋର୍ଟ ନୂଆଦିଲ୍ଲୀ: ଇଡି ମୁଖ୍ୟ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି। ସଞ୍ଜୟ କୁମାର ମିଶ୍ର ୨୦୧୮ରେ ଇଡି ନିର୍ଦ୍ଦେଶକ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ।…