ଆଜିର ଖବର ହିମାଚଳ ପ୍ରଦେଶରେ ଭୀଷଣ ଅଗ୍ନିକାଣ୍ଡ: ଛଅ ଜୀବନ୍ତ ଦଗ୍ଧ ସିରମୌର (ହିମାଚଳ ପ୍ରଦେଶ): ସିରମୌର ଜିଲ୍ଲାର ନୌହରାଧାରର ତେଲଗାନା ଗାଁରେ ଏକ ଆବାସିକ ଘରେ ଅଗ୍ନିକାଣ୍ଡ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଘରେ ସାତ ଜଣ ଲୋକ…