ଅପରାଧ ପେଟ୍ରୋଲ ପକାଉଛନ୍ତି କି ! ହେଲେ ସାବଧାନ, ଟାଙ୍କି ଭିତରେ ଚିପ୍ସ ଖଞ୍ଜି ଠକୁଥିବା ଏକ ଦଳକୁ ଧରିଲା ପୋଲିସ ହାଇଦ୍ରାବାଦ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ପୋଲିସ ମିଳିତ ଭାବେ ଚଢାଉ କରି ୩୩ଟି ତେଲ ଟାଙ୍କି ସିଲ୍ କରିଛନ୍ତି । ଏହି ଟାଙ୍କିରେ ଗ୍ରାହକମାନଙ୍କୁ ତେଲ ଦେବା…