ଆଜିର ଖବର ଜାମ୍ମୁ ଓ କାଶ୍ମୀର ତେହେରିକ-ଇ-ହୁରିୟାତ୍ କୁ ବେଆଇନ ସଂଗଠନ ଭାବେ ଘୋଷଣା କଲା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନୂଆଦିଲ୍ଲୀ: ଭାରତ ସରକାର ଜାମ୍ମୁ ଓ କାଶ୍ମୀରର ତେହେରିକ୍-ଇ-ହୁରିୟାତ’ (ଟିଇଏଚ୍) ସଂଗଠନକୁ ବେଆଇନ ଘୋଷଣା କରିଛନ୍ତି। ବେଆଇନ କାର୍ଯ୍ୟକଳାପ ଦୂରୀକରଣ ଆଇନ (ୟୁଏପିଏ) ୧୯୬୭ର ଧାରା ୩…