ଆଜିର ଖବର ଆଜି ଭାରତରେ ଲଞ୍ଚ ହେବ ଇଥାନଲ କାର୍: ମହଙ୍ଗା ପେଟ୍ରୋଲିୟମ ନୁହେଁ, କ୍ଷେତରୁ ନିର୍ମିତ ଇନ୍ଧନରେ ଚାଲିବ ଭୁବନେଶ୍ୱର: ଏହା ୫୦ ବର୍ଷ ପୂର୍ବର ୧୯୭୩ ମସିହାର କଥା। ଆରବ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ହୋଇଥିଲା। ଇସ୍ରାଏଲକୁ ସମର୍ଥନ କରି ସାଉଦି ଆରବ ଆମେରିକା…