ତ୍ରିପୁରା କଂଗ୍ରେସ

ଅଗରତାଲା: ଏକ ସପ୍ତାହ ମଧ୍ୟରେ କଂଗ୍ରେସକୁ ଦ୍ଵିତୀୟ ଝଟକା ଲାଗିଛି। ବର୍ତ୍ତମାନ ତ୍ରିପୁରା କଂଗ୍ରେସର କାର୍ଯ୍ୟକାରୀ ସଭାପତି ପୀୟୁଷ କାନ୍ତି ବିଶ୍ଵାସ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।…