ଜାତୀୟ ଖବର ତ୍ରିପୁରା ରଥଯାତ୍ରା ଦୁର୍ଘଟଣା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଶୋକ ପ୍ରକାଶ ଭୁବନେଶ୍ବର: ତ୍ରିପୁରାର କୁମାରଘାଟ ଅଞ୍ଚଳ ରେ ରଥଯାତ୍ରା ଉତ୍ସବ ବାହୁଡା଼ ଯାତ୍ରା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୭ ଜଣ ଲୋକ ପ୍ରାଣ ହରାଇବା ଓ ଅନେକ…