ଆଜିର ଖବର ପୁଲିଂ ପାର୍ଟିକୁ ନିର୍ବାଚନର ଦୁଇଦିନ ପୂର୍ବରୁ ବୁଥ୍କୁ ପଠାଇବାକୁ ଦାବି ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨ ନିମନ୍ତେ ପୁଲିଂ ପାର୍ଟିର ନିଯୁକ୍ତି ପତ୍ରରେ ସୂଚୀତ ତାରିଖ ଗୁଡ଼ିକ ଦେଖିବା ପରେ ପୁଲିଂ ପାର୍ଟିମାନେ ଆଶ୍ଚର୍ଯ୍ୟାନ୍ୱିତ ହେବା ସହିତ ତୀବ୍ର…