ଆଜିର ଖବର ରିଲାଏନ୍ସ ଜିଓର ତ୍ରୈମାସିକ ନେଟ ଲାଭ ୧୨.୧% ବୃଦ୍ଧି ସହ ୪୮୬୩ କୋଟି ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନଫୋକମ ଲିମିଟେଡ଼ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଅପ୍ରେଲ ରୁ ଜୁନ ୨୦୨୩ ତ୍ରୟମାସରେ ରିଲାଏନ୍ସ…