ଆଜିର ଖବର ରାଜ୍ୟରେ ୧୦ ଡିଗ୍ରୀ ତଳେ ୧୨ ଟି ସହର: ଫୁଲବାଣୀରେ ରେକର୍ଡ ହୋଇଛି ୪.୫ ଡିଗ୍ରୀ ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ପାରଦ ତଳ ମୁହାଁ ହେବାରେ ଲାଗିଛି। ଯାହା ଫଳରେ ଶୀତ ପରିମାଣ ବଢିବାରେ ଲାଗିଛି। ରାଜ୍ୟରେ ୧୦ ଡିଗ୍ରୀ ତଳେ ୧୨…