ଥର୍ମନ୍ ଶନମୁଗରତ୍ନମ୍

ନୂଆଦିଲ୍ଲୀ: ଆଜି ସିଙ୍ଗାପୁରର ରାଷ୍ଟ୍ରପତି ଭାବରେ ଭାରତୀୟ ବଂଶଜ ଥର୍ମନ୍ ଶନମୁଗରତ୍ନମ୍ ଶପଥ ଗ୍ରହଣ କରିଛନ୍ତି। ସେ ସିଙ୍ଗାପୁରର ୯ମ ରାଷ୍ଟ୍ରପତି ହୋଇଛନ୍ତି। ସୂଚନାଯୋଗ୍ୟ ଯେ ରାଷ୍ଟ୍ରପତି…