ଆଜିର ଖବର ଉରି-ହଥଲଙ୍ଗାଠାରେ ୨ ଆତଙ୍କବାଦୀ ନିହତ, ସେନା ଏବଂ ପୋଲିସ ଦ୍ୱାରା ସର୍ଚ୍ଚ ଅପରେସନ ଜାରି ଶ୍ରୀନଗର: ଜମ୍ମୁ କାଶ୍ମୀରର ବାରାମୁଲ୍ଲା ଅନ୍ତର୍ଗତ ଉରିରେ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଯେଉଁଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ସହିତ ସେନା…