ଜାତୀୟ ଖବର ପରଲୋକରେ ପୁରୀ ଗଜପତିଙ୍କ ନିଜ ସାନ ଭାଇ ଥାଟ ରାଜା, କେମିତି ହେବ ଏଥର ଛେରା ପହଁରା ପୁରୀ: ଗତକାଲି ରାତିରେ ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ସାନ ଭାଇ ରଣାର୍ଣ୍ଣବ ଦେବଙ୍କ ପରଲୋକ ଘଟିଛି। ସେ କିଛିଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ।…