ଅପରାଧ ନିରାକାରପୁର ଥାନା ହାଜତରୁ ଅଭିଯୁକ୍ତ ଫେରାର ଘଟଣା: ପୁରୀ ଜିଲ୍ଲାରୁ ଗିରଫ କଲା ପୋଲିସ ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ହାଜତରୁ ପୋଲିସକୁ ଚକମା ଦେଇ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ଯାଜପୁର ଗ୍ରାମର ପ୍ରଭାତ ପାଟ୍ଟଶାଣୀ ନାମକ ଅଭିଯୁକ୍ତଜଣଙ୍କ ନିରାକାରପୁର…