ଆଜିର ଖବର ମହିଳାମାନଙ୍କ ନିକଟରେ ସବୁ ପ୍ରକାର ଦାୟିତ୍ୱ ସମ୍ଭାଳିବାର ଦକ୍ଷତା ରହିଛି: ରଞ୍ଜନା ଚୋପ୍ରା ଭୁବନେଶ୍ୱର: ଯେକୌଣସି ଦାୟିତ୍ୱକୁ ସମ୍ଭାଳିବାର ଦକ୍ଷତା ଓ ସାମର୍ଥ୍ୟ ମହିଳାମାନଙ୍କର ରହିଛି ଏବଂ ସେମାନେ ଏହାକୁ ସୁଚାରୁରୂପେ ସଂପାଦନ କରିପାରିଥାନ୍ତି। ଏଭଳି ମତ ରଖିଛନ୍ତି ରାଜ୍ୟ ସରକାରଙ୍କ…