ଦକ୍ଷିଣ ଆଫ୍ରିକାକୁ ପ୍ରଶଂସା

ନୂଆଦିଲ୍ଲୀ: ନୂତନ କରୋନା ଭାରିଆଣ୍ଟ ଓମିକ୍ରନ୍ କୁ ଶୀଘ୍ର ଚିହ୍ନଟ କରିବା ଏବଂ ଏହାର ସୂଚନା ବିଶ୍ଵକୁ ବାଣ୍ଟିବା ପାଇଁ ଆମେରିକା ଦକ୍ଷିଣ ଆଫ୍ରିକାକୁ ପ୍ରଶଂସା କରିଛି।…