ଆଜିର ଖବର କୁମ୍ଭକର୍ଣ୍ଣ ନିଦ୍ରାରେ ବାଣପୁର ଏନ୍ଏସି ପ୍ରଶାସନ: ଐତିହ୍ୟ ସମ୍ପନ୍ନ ଦକ୍ଷପ୍ରଜାପତି ମନ୍ଦିର ଚତୁଃପାର୍ଶ୍ବରେ ଅସ୍ଥାୟୀ ଡମ୍ପିଂୟାର୍ଡକୁ ନେଇ ସନ୍ଦେହ ଘେରରେ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସୀତାରାମ ଅଗ୍ରଓ୍ବାଲ ବାଣପୁର: କରୋନା ମୁକାବିଲାକୁ ନେଇ ପୁରା ଭାରତବର୍ଷର ପ୍ରଶାସନ ଅତି ସମ୍ବେଦନଶୀଳ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ.ଏ.ସି ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ…