ଆଜିର ଖବର ନଦୀକୁ ଖସିଲା ଅନିୟନ୍ତ୍ରିତ ଟ୍ରକ, ୧୦ ମୃତ୍ୟୁ, ୩୦ ରୁ ଅଧିକ ଆହତ ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଦତିୟାରେ ଏକ ଭୟଙ୍କର ଦୁର୍ଘଟଣା ସମ୍ପର୍କରେ ସୂଚନା ସାମ୍ନାକୁ ଆସୁଛି। ଏକ ଅନିୟନ୍ତ୍ରିତ ଟ୍ରକ ନଦୀରେ ଖସିପଡିପଡିବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦…