ଆଜିର ଖବର କରଡାପାଳ ଗ୍ରାମ ନିକଟ ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର: ମୃତ୍ୟୁର କାରଣ ଅସ୍ପଷ୍ଟ କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅଞ୍ଚଳରୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି। କୁକୁଡାବାହାଳୀ ପଞ୍ଚାୟତ କରଡାପାଲ ଗ୍ରାମର ଜଙ୍ଗଲରେ ଆଜି ସକାଳୁ ଏକ…