ଆଜିର ଖବର ବାଲି ମାଫିଆଙ୍କ ଦବଙ୍ଗଗିରି! ପୁଲିସ ସାମ୍ନାରେ ତହସିଲଦାରଙ୍କୁ ଧମକ କେନ୍ଦ୍ରାପଡା : ରାଜନଗର ଅଞ୍ଚଳରେ ବାଲି ମାଫିଆଙ୍କ ଦୋରାତ୍ମ୍ୟ ପୁଣିଥରେ ସାମ୍ନାକୁ ଆସିଛି। ରୁଟିନ୍ ଏନ୍ଫୋର୍ସମେଣ୍ଟ ବେଳେ ଅତିରିକ୍ତ ତହସିଲଦାର ଆଶିଷ କୁମାର ଜେନାଙ୍କ ଗାଡ଼ିକୁ ଅଟକାଇ…