ଆଜିର ଖବର କଟକ ଦରଘାବଜାରରେ ଅଗ୍ନିକାଣ୍ଡ: ୬ ବର୍ଷର ଶିଶୁ ମୃତ କଟକ: କଟକ ସହରର ଦରଘା ବଜାର ଥାନା ଅନ୍ତର୍ଗତ ହାତୀପୋଖରୀ ଅଞ୍ଚଳରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଜଣେ ନିରୀହ ଶିଶୁର ଜୀବନ ଚାଲିଯାଇଛି।…