ଦରମା ବନ୍ଦ ନିର୍ଦ୍ଦେଶ

ପୁରୀ: ପୁରୀ ଜିଲ୍ଲାରେ ପ୍ରଧାନଶିକ୍ଷକଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜିଲ୍ଲାର ୭୨ ଜଣ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଜିଲ୍ଲା…