ଆଜିର ଖବର ଲୋକସଭାର ସୁରକ୍ଷାରେ ବଡ ତ୍ରୁଟି: ଦର୍ଶକ ଗ୍ୟାଲେରୀରୁ ଡେଇଁଲେ ଦୁଇ ଯୁବକ, ଗୃହରେ ଭୟର ବାତାବରଣ ନୂଆଦିଲ୍ଲୀ: ସଂସଦର ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ଦେଖିବାକୁ ମିଳିଛି । ଲୋକସଭା କାର୍ଯ୍ୟ ଚାଲିଥିବାବେଳେ ଦୁଇଜଣ ଯୁବକ ଗୃହଭିତରକୁ ଦର୍ଶକ ଗ୍ୟାଲେରୀରୁ ଡେଇଁ ପ୍ରବେଶ କରିଛନ୍ତି।…