ଜାତୀୟ ଖବର ବିଜେଡି ଓ କଂଗ୍ରେସକୁ ମିଳିଗଲା ସଭାପତି, ହେଲେ ଶାସକ ବିଜେପି ଦଳର ସଭାପତି କୁଆଡେ ଗଲେ ? ଭୁବନେଶ୍ବର: ଗତକାଲି ବିଜୁ ଜନତା ଦଳର ସଭାପତିଙ୍କ ନାମ ଘୋଷଣା ହୋଇଛି। ନବମ ଥର ପାଇଁ ନବୀନ ପଟ୍ଟନାୟକ ଦଳର ସଭାପତି ମୁକୁଟ ପିନ୍ଧିଛନ୍ତି। ହେଲେ ସେଥିରେ…