ଆଜିର ଖବର ଟିଏମସିରେ ଯୋଗ ଦେଲେ ବିଜେପି ବିଧାୟକ ସୁମନ ରୟ: ପ୍ରକାଶ କଲେ ଦଳ ଛାଡିବାର କାରଣ କଲିକତା: ପଶ୍ଚିମବଙ୍ଗର କାଳିଆଗଞ୍ଜ ବିଧାନସଭା ଆସନରୁ ଭାରତୀୟ ଜନତା ପାର୍ଟିର ବିଧାୟକ ସୁମନ ରୟ ବିଜେପିକୁ ବିଦାୟ ଦେଇ ଟିଏମସିରେ ଯୋଗ ଦେଇଛନ୍ତି। କୋଲକାତାରେ ମନ୍ତ୍ରୀ ତଥା…