ଆଜିର ଖବର ଛାତ୍ରମାନଙ୍କର ପ୍ରତୀକ୍ଷାରେ ଅନ୍ତ, ଆସନ୍ତାକାଲି ପ୍ରକାଶ ପାଇବ ଦଶମ ଶ୍ରେଣୀର ଫଳାଫଳ ନୂଆଦିଲ୍ଲୀ: ଏହି ବର୍ଷ ଯେଉଁମାନେ ICSE ଦଶମ ଶ୍ରେଣୀ ପରୀକ୍ଷାରେ ଭାଗ ନେଇଥିଲେ, ସେମାନଙ୍କର ଅପେକ୍ଷା ବର୍ତ୍ତମାନ ଶେଷ ହୋଇଛି। କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍…