ଆଜିର ଖବର ଜିଲ୍ଲାପାଳଙ୍କ ଘୋଷଣା: ପ୍ରଥମ ଥର ପାଇଁ ସିଧା ପ୍ରସାରଣ ହେବ କଟକ ଦଶହରା ଭସାଣି କଟକ: ଐତିହାସିକ କଟକ ସହରର ପ୍ରସିଦ୍ଧ ଦଶହରା ଭସାଣି ଶୋଭାଯାତ୍ରାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ଥର ପାଇଁ ଚଳିତ…