ଆଞ୍ଚଳିକ ବାଲୁଗାଁ: ଦଲାଲଙ୍କ କବଜାରେ ଟୀକା କେନ୍ଦ୍ର, ରାତିସାରା ଉଜାଗର ରହି ମଧ୍ୟ ହତାସରେ ଫେରୁଛନ୍ତି ଲୋକେ ସୀତାରାମ ଅଗ୍ରୱାଲ ବାଲୁଗାଁ: ସମଗ୍ର ଦେଶ ତଥା ରାଜ୍ୟ ମହାମାରୀ କରୋନାରେ ଆତଙ୍କିତ। ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡିକରେ ପର୍ଯ୍ୟାୟକ୍ରମେ ଲକ୍ଡାଉନ୍ ସାଙ୍ଗକୁ ସପ୍ତାହାନ୍ତ ସଟଡ଼ାଉନ ଜାରି…