ଆଜିର ଖବର ସାରା ଓଡିଶା ଥରୁଛି, ଆହୁରି ତିନିଦିନ ଥରିବ, ରାଜ୍ୟର ତିନୋଟି ସ୍ଥାନରେ ତୁଷାରପାତ ଭୁବନେଶ୍ବର: ଗତ ତିନିଦିନ ଧରି ସାରା ରାଜ୍ୟ ଶୀତରେ ଥରୁଛି। ସଂଧ୍ୟା ହେଲେ ରାସ୍ତାଘଟ ଶୂନଶାନ ହୋଇଯାଉଛି। ଗତକାଲି ରାତିରେ ଏହି ଶୀତର ପ୍ରକୋପ ଅଧିକ ଅନୁଭୂତ…