ଦିନିକିଆ ବିଶ୍ଵକପ

ନୂଆଦିଲ୍ଲୀ: ପ୍ରଶଂସକମାନେ ଉତ୍ସାହର ସହିତ ୨୦୨୩ ଦିନିକିଆ ବିଶ୍ୱକପକୁ ଅପେକ୍ଷା କରିଛନ୍ତି। କ୍ରିକେଟ୍ ର ଏହି ମହାକୁମ୍ଭ ଆରମ୍ଭ ପାଇଁ ଆଉ ବେଶୀ ଦିନ ବାକି ନାହିଁ।…