ଦିବ୍ୟଦୃଷ୍ଟି

ଭୁବନେଶ୍ଵର: ବର୍ତ୍ତମାନ ଓଡ଼ିଶାର ଜୀ-ସାର୍ଥକ ଚ୍ୟାନେଲ୍‌ରେ ‘ଦାଦାଗିରି ହୃଦୟରୁ’ ଏକ ରିଅଲିଟି ସୋ’ ଚାଲିଛି। ଏହି ‘ଦାଦାଗିରି’ ସୋ’କୁ ଦେଖିବାପାଇଁ ଦର୍ଶକ ମହଲରେ ଅଜସ୍ର ଉତ୍କଣ୍ଠା ଦେଖାଦେଇଛି।…