ରାଜ୍ୟ ଖବର ଲୀଳାକ୍ଷେତ୍ର “କାଙ୍କଣଶିଖରୀ”ରେ ଶ୍ରୀଜଗନ୍ନାଥ ମହୋତ୍ସବ: ଚତୁର୍ଦ୍ଧାମୂର୍ତ୍ତିଙ୍କର ଦିବ୍ୟ ଦର୍ଶନ ଲାଭ କଲେ ଆଇନ ମନ୍ତ୍ରୀ ଚ଼ିଲିକା: ଆଜି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ନଈରୀ ଗ୍ରାମ ପଞ୍ଚାୟତ ନିକଟସ୍ଥ ଲୀଳାକ୍ଷେତ୍ର “କାଙ୍କଣଶିଖରୀ” ୭ ତମ ଶ୍ରୀ ଜଗନ୍ନାଥ ମହୋତ୍ସବରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ…