ଆଜିର ଖବର କବି ଓ ସୁସଙ୍ଗଠକ ଦିଲୀପ ବେହୁରାଙ୍କ ପରଲୋକ ଓଡିଶାର ଜଣେ ଜଣାଶୁଣା ଗୀତିକବି, ଶିଶୁ ସାହିତ୍ୟିକ ଓ ସାହିତ୍ୟ ସଂଗଠକ ଦିଲୀପ ବେହୁରାଙ୍କର ଅକାଳ ବିୟୋଗ ଘଟିଛି। ଗତକାଲି ରାତିରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି…