ଆଜିର ଖବର ଏମ୍ସରେ ସଫଳ ହେଲା ରାଷ୍ଟ୍ରପତି କୋବିନ୍ଦଙ୍କ ବାଇପାସ୍ ସର୍ଜରୀ ନୂଆଦିଲ୍ଲୀ: ଆଜି ଦିଲ୍ଲୀସ୍ଥିତ ଏମ୍ସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଫଳତାର ସହ ବାଇପାସ ସର୍ଜରୀ ହୋଇଯାଇଛି। ରାଷ୍ଟ୍ରପତି ଭବନର ପ୍ରବକ୍ତା ଏହି ସୂଚନା ଦେଇଛନ୍ତି। ଗତ ଶୁକ୍ରବାର…