ବିଶେଷ ଖବର ଆଜି ଲୋକସଭାରେ ଆଗତ ହେବ ଦିଲ୍ଲୀ ଅଧ୍ୟାଦେଶ ସହ ଜଡିତ ବିଲ୍, ସଂସଦରେ ହଟ୍ଟଗୋଳ ସମ୍ଭାବନା ନୂଆଦିଲ୍ଲୀ: ଦିଲ୍ଲୀର ଅଧିକାରୀଙ୍କ ଟ୍ରାନ୍ସଫର ପୋଷ୍ଟିଂ ସହ ଜଡିତ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ସହ ଜଡିତ ଏହି ବିଲ୍ ଆଜି ଲୋକସଭାରେ ଆଗତ ହେବ। ଗୃହମନ୍ତ୍ରୀ ଅମିତ…